Video: ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 16 Sep 2024-8:43 pm,

Video: ଅଭିନେତ୍ରୀ ଲେସଲି ତ୍ରିପାଠୀ ଦୀର୍ଘ ବର୍ଷ ହେବ ମୁମ୍ୱାଇରେ ରହୁଛନ୍ତି । ପୂର୍ବରୁ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନ କରି ଘରେ ଘରେ ପରିଚିତ ହୋଇଥିବା ଲେସଲି ଏବେ ଦକ୍ଷୀଣ ଭାରତୀୟ ସିନେମାରେ ନଜର ଆସୁଛନ୍ତି । ଏଥିସହିତ ଲେସଲିଙ୍କୁ ଅନେକ ଷ୍ଟେଜ୍ ଶୋ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଲେସଲି ଆଇସିସି ଟି ଟ୍ୱେଣ୍ଟି ଟ୍ରଫି ଇଭେଣ୍ଟରେ ସାମିଲ୍ ହୋଇଛନ୍ତି । ଯାହାର ଭିଡିଓ ସେ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link