Lipi Mohapatra: ଜାଇ ଫୁଲ ଗୀତରେ ପୁଣି ଥରେ ଜଲୱା ଦେଖାଇଲେ ଅଭିନେତ୍ରୀ ଲିପି, ଭିଡିଓ ଭାଇରାଲ

Rashmita Sahoo Mon, 21 Oct 2024-8:39 pm,

Lipi Mohapatra: ଜାଇ ଫୁଲ ଗୀତରେ ପୁଣି ଥରେ ଜଲୱା ଦେଖାଇଲେ ଅଭିନେତ୍ରୀ ଲିପି। ଓଲିଉଡର କ୍ୟୁଟ ହିରୋଇନ ଅଭିନେତ୍ରୀ ଲିପି ଏବେ ବେଶ ଚର୍ଚ୍ଚାରେ। କାରଣ ଜୀ ସାର୍ଥକ ର ହିଟ୍ ବା ପପୁଲାର ସୋ ଦିଦି ନମ୍ବର ୱାନରେ ହୋଷ୍ଟ କରି ବେଶ ଚର୍ଚ୍ଚାରେ ରୁହନ୍ତି ଲିପି। ତେବେ ଆସନ୍ତା ୨୭ ତାରିଖରେ ଜୀ ସାର୍ଥକ ରେ ଏକ ବ଼ଡ଼ ଆୱାର୍ଡ ଫଙ୍କସନ ହେବାକୁ ଯାଉଛି। ଏଥିରେ ଅଭିନେତ୍ରୀ ଲିପି ନିଜର ପପୁଲାର ଆଲବମ୍ ଜାଇଫୁଲ ଗୀତରେ ଜଲୱା ଦେଖାଇଛନ୍ତି । ସେହି ଭିଡିଓର ଝଲକ ଆପଣ ଦେଖନ୍ତୁ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link