Heroine Lipi Dance: ବ୍ଲାକ୍ ଶାଢୀରେ ଷ୍ଟନିଂ ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଲିପି

ରଶ୍ମିତା ସାହୁ Sat, 30 Sep 2023-3:40 pm,

ଜୀ ସାର୍ଥକର ଫେମସ ଶୋ ଦିଦି ନମ୍ବର ୱାନର ପ୍ରାଇମ ହୋଷ୍ଟ ହେଉଛନ୍ତି ଓଲିଉଡ ଅଭିନେତ୍ରୀ ଲିପି । ତେବେ ନିଜ ଇନଷ୍ଟାଗ୍ରାମ ପେଜରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି ଅଭିନେତ୍ରୀ ଲିପି। ଗତ କିଛିଦିନ ତଳେ ଲିପି ସେୟାର କରିଥିଲେ ଏକ ବଲିଉଡ ଗୀତରେ ଡ୍ୟାନ୍ସ । ଗୀତରେ ବ୍ଲାକ୍ କଲର ଶାଢୀ ପିନ୍ଧିଥିବା ବେଳେ ବହୁତ ସୁନ୍ଦର ଦେଖାଯାଉଥିବା ସହ ଷ୍ଟନିଂ ଲୁକରେ ନଜର ଆସିଛନ୍ତି ଲିପି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link