Lipi Dance Video: ଗୁଜୁରାଟୀ ଗେଟ୍ ଅପରେ ଫ୍ୟାନ୍ସଙ୍କ ଦିଲ୍ ରେ ରାଜ୍ କଲେ ଅଭିନେତ୍ରୀ ଲିପି

ରଶ୍ମିତା ସାହୁ Sun, 15 Oct 2023-5:04 pm,

ଅଭିନେତ୍ରୀ ଲିପି ମହାପାତ୍ର ଏବେ ବେଶ ଚର୍ଚ୍ଚାରେ । ନିଜ୍ ଲୁକ୍ ଓ ଏକ୍ସପ୍ରେସନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି ଏହି ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ । ପ୍ରଥମେ ଆଲବମରେ ନିଜର ଜଲୱା ଦେଖାଇଥିଲେ ଅଭିନେତ୍ରୀ । ଏବେ ଜୀ ସାର୍ଥକ ଏକ ପପୁଲାର ଗେମ ସୋ ଦିଦି ନଂ ୱାନରେ ହୋଷ୍ଟ କରୁଛନ୍ତି ଅଭିନେତ୍ରୀ ଲିପି। ତେବେ କିଛିଦିନ ତଳେ ଏକ କଳାରଙ୍ଗର ଶାଢୀକୁ ଗୁଜୁରାଟୀ ଷ୍ଟାଇଲରେ ପିନ୍ଧି ହିନ୍ଦୀ ଗୀତରେ ସୁନ୍ଦର ଡ୍ୟାନ୍ସ କରିଛନ୍ତି ଲିପି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link