Lipi Mohapatra Video: ଲିପି ମହାପାତ୍ର ସାଗରେ ତରଙ୍ଗ ପରି ଅଥୟ ଅଧିର ଗୀତରେ ଭିଡିଓ କରି ମନ କିଣିଲେ ଅଭିନେତ୍ରୀ ଲିପି ମହାପାତ୍ର, ଦେଖନ୍ତୁ ଏହି ଭିଡିଓ...
Lipi Mohapatra Video: ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଦମଦାର ଅଭିନୟ ଓ ଡାନ୍ସ ପାଇଁ ବେଶ୍ ଜଣାଶୁଣା। ଅଭିନେତ୍ରୀ ଏକାଧିକ ଆଲବମ୍ ରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଏହାସହ ଦିଦି ନମ୍ବର ଓ୍ବାନ୍ ର ଉପସ୍ଥାପିକା ଭାବେ ନଜର ଆସୁଛନ୍ତି। ଏକାଧିକ ଆଲବମ୍ ରେ ତାଙ୍କ ଦାମଦାର୍ ଡାନ୍ସ ଦେଖିବାକୁ ମିଳିଛି। ଏହାସହ ସେ ଏବେ ଅନେକ ରିୟଲିଟି ସୋ' ରେ ମଧ୍ୟ ନଜର ଆସୁଛନ୍ତି। ତାଙ୍କର ମିଠା ହସ ସାଙ୍ଗକୁ ନିଖୁଣ ଅଭିନୟ ଦର୍ଶକଙ୍କ ମନ କିଣେ।ତେବେ, ଏହାର ଭିତରେ ଅଭିନେତ୍ରୀଙ୍କ ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଦେଖନ୍ତୁ ଏହି ସୁନ୍ଦର ଭିଡ଼ିଓଟି...