Video: ଅଭିନେତ୍ରୀ ଲୁମରାଇନାଙ୍କ ପୁରୁଣା ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Sep 2024-4:33 pm,

Video: ଓଡ଼ିଆ ଅଭିନେତ୍ରୀ ଲୁମରାଇନା ଶତପଥି ନିଜ ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ଥାନ୍ତି । ଲୁମରାଇନା କେବଳ ଅଭିନୟ ନୁହେଁ ବରଂ ଲଙ୍ଗ୍ ଡ୍ରାଇଭ୍ ଏବଂ ରିଲ୍ସ କରିବା ପାଇଁ ମଧ୍ୟ ଖୁବ ପସନ୍ଦ କରନ୍ତି । ବର୍ତ୍ତମାନ ଲୁମରାଇନାଙ୍କ ଏକ ରିଲ୍ସ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଅଭିନେତା ସନ୍ଦିପ ମିଶ୍ରଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link