Video: ଶାଢୀ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତ୍ରୀ ନେହା ନାଗେଶ୍ୱରୀ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 04 Nov 2023-9:32 pm,

Video: ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବା ପରେ ବର୍ତ୍ତମାନ ନେହା ଏକ ମ୍ୟୁଜିକ୍ ଭିଡିଓରେ ନୃତ୍ୟ ପରିବେଷଣ କରିଛନ୍ତି ଯାହା ଖୁବ୍ କମ୍ ଦିନ ମଧ୍ୟରେ ରିଲିଜ୍ ହେବାକୁ ଯାଉଛି । ତେବେ ଏହାରି ମଧ୍ୟରେ ନିଜ ଦର୍ଶକଙ୍କ ପାଇଁ ଅନେକ ଗୁଡିଏ ରିଲ୍ସ ପ୍ରସ୍ତୁତ କରୁଛନ୍ତି ନେହା ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ନେହା ଶାଢୀ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link