Nikita Mishra Viral Video: ଯାତ୍ରା ମଞ୍ଚ ନୁହେଁ ସୁଟିଂ-ସେଟରେ ଏମିତି କିଛି କଲେ ସିରିୟଲ ଅଭିନେତ୍ରୀ ନିକିତା, ଭିଡିଓ ହେଲା ଭାଇରାଲ୍

Narmada Behera Wed, 09 Oct 2024-12:32 pm,

  Nikita Mishra Viral Video: ଓଡି଼ଆ- ସିରିଏଲ୍ ଅଭିନେତ୍ରୀ ନିକିତା ମିଶ୍ର। ଏକାଧିକ ଓଡିଆ ସିରିୟଲ ଓ ଆଲବମ୍ ରେ କାମ କରିଛନ୍ତି।  ଜି ସାର୍ଥକ୍ ରେ ପ୍ରସାରିତ ହେଉଥିବା ଓଡିଆ ମେଗା ଧାରାବାହିକ " ଝିଲ୍ଲୀ " ରେ ମୁଖ୍ୟ ଭୁମିକାରେ ଅଭିନୟ କରୁଥିଲେ। ତାଙ୍କର ଅଭିନୟ ଫ୍ୟାନ୍ସଙ୍କ ମନ କିଣେ। ତେବେ, ଏହାରି ଭିତରେ ନିକିତାଙ୍କ ଆଉ ଏକ ଭିଡିଓ ସୁଟିଂ ସେଟ୍ ରୁ ଭାଇରାଲ୍ ହୋଇଛି। ଯାହା ଏବେ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link