Nisha Maharana Viral Video: ଯାତ୍ରା ପେଣ୍ତାଲରେ ନିଶାଙ୍କ ଜଲଓ୍ବା

ଜୀ ଓଡ଼ିଶା ଡେସ୍କ Mon, 18 Sep 2023-12:38 pm,

Nisha Maharana Viral Video: ଅଭିନେତ୍ରୀ ନିଶା ମହାରଣାଙ୍କୁ କିଏବା ନ ଜାଣେ । ଖାସ୍ କରି ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। କେତେବେଳେ ନିଜ ବିବାଦୀୟ ବୟାନ ପାଇଁ ତ ଆଉ କେତେବେଳେ ଆଇଟମ୍ ଡାନ୍ସ ପାଇଁ । ସାରା ଓଡ଼ିଶାର ଘରେ ଘରେ ପରିଚିତ ଚେହେରା ପାଲଟିଛନ୍ତି ନିଶା ମହାରଣା । ନିଶା ମହାରଣା ପ୍ରଥମ ଥର ଯାତ୍ରାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନ୍ୟୁ ଧଉଳୀ ଗଣନାଟ୍ୟର ନାଟକ 'ନିଝୁମ ରାତିର ନିଶା ମୋ ସାଥୀ'ରେ ତାଙ୍କ ଅଭିନୟର ଜଲଓ୍ବା ଦେଖିବାକୁ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link