Rani Panda: ଭିଡିଓ ସେୟାର କଲେ ରାଣୀ କହିଲେ `ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା`

Sun, 17 Dec 2023-2:39 pm,

Rani Panda: ଅଭିନେତ୍ରୀ ରାଣୀ ପଣ୍ଡା ସଦାବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିଜ ଅଭିମାନ ହେଉ ବା ନିଜ ସଫଳତା ସବୁ ବିଷୟରେ ସେ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥାନ୍ତି । ତେବେ ଗତକାଲି ସେୟାର କରିଥିବା ଏକ ଭିଡିଓରେ ସେ କହିଛନ୍ତି ଯେ, ୨୦୨୪ .୨୦୨୫ ଅନୁସନ୍ଧାନ ମୂଳକ ନାଟକ କେବେ କେଉଁ ଦିନ କେଉଁ ଅନୁଷ୍ଠାନ.. ଅନୁସନ୍ଧାନ କରନ୍ତୁ.ବାଜିବାଦ କରିବ. ଚହଳ ପକେଇବ ଯାତ୍ରା ମହଲ ରେ ଅନୁସନ୍ଧାନ ନାଟକ (ଓଡି଼ଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link