Sivani Sangita Dance: SRKଙ୍କୁ ଡେଡିକେଟ୍ କରି `ଚଲେୟା` ଗୀତରେ ନାଚିଲେ ଶିବାନୀ

ରଶ୍ମିତା ସାହୁ Sat, 30 Sep 2023-12:26 pm,

ଅଭିନେତ୍ରୀ ଶିବାନୀ ସଙ୍ଗୀତା ନିଜ ସୋସିଆଲ ପେଜ୍ ରେ ସେୟାର କରିଛନ୍ତି ଏକ ସୁନ୍ଦର ଭିଡିଓ । ଏହି ଭିଡିଓରେ ସେ ଜୱାନ ଫିଲ୍ମର ଚଲେୟା ଗୀତରେ ଏସଆରକେ ଙ୍କ ହୁକ୍ ଷ୍ଟେପ କରିଛନ୍ତି । ଆପଣ ବି ଦେଖନ୍ତୁ ଏହି ସୁନ୍ଦର ଭିଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link