Video: ରାସ୍ତାରେ କଦଳୀ ବିକିଲେ ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 03 Sep 2024-3:27 pm,

Video: ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଆଗରେ ଅଛନ୍ତି କେଶଭୀ । ଓଡ଼ିଆ, ହିନ୍ଦୀ ସମେତ ଅନେକ ଆଞ୍ଚଳିକ ଭାଷାର ଗୀତରେ ରିଲ୍ସ ପ୍ରସ୍ତୁତ କରି ଖୁବ ଭାଇରାଲ୍ ହୋଇଛନ୍ତି ସେ । କେବଳ ସେତିକି ନୁହେଁ, ଅନେକ ଓଡ଼ିଆ ଗୀତରେ ସେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । ବର୍ତ୍ତମାନ କେଶଭୀଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ କଦଳୀ ଏବଂ କଖାରୁ ବିକ୍ରୀ କରୁଛନ୍ତି । ଏହା ଦେଖି ଲାଗୁଛି କେଶଭୀ ନିଜର ଅପକମିଂ ପ୍ରୋଜେକ୍ଟ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link