Varsha And Dutee: ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ବର୍ଷା ଓ ଦୂତି ଚାନ୍ଦ, ଫ୍ୟାନ୍ସ କହିଲେ...

ରଶ୍ମିତା ସାହୁ Wed, 27 Sep 2023-2:13 pm,

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓଟି ଯାଜପୁର ଅଞ୍ଚଳରେ କୌଣସି ଏକ କାର୍ଯ୍ୟକ୍ରମର ବୋଲି କୁହାଯାଉଛି। ତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଏହି ଭିଡିଓରେ ନଜର ଆସିଛନ୍ତି ଆଥଲେଟ୍ ଦୂତି ଚାନ୍ଦ । ହେଲେ ଏ କଥା ଆପଣଙ୍କୁ ଜଣାଥିବ ଯେ, ଅନୁଭବ-ବର୍ଷା ଷ୍ଟାର ଦମ୍ପତ୍ତି ଏବେ କାଠଗଡ଼ାରେ । ବିବାହ ବିଚ୍ଛେଦକୁ ନେଇ ଦିନକୁ ଦିନ ଏହି ମାମଲା ବେଶ ଗମ୍ଭୀର ହେଉଥିବା ବେଳେ ବର୍ଷାଙ୍କ ଏପରି ଭିଡିଓ ପୋଷ୍ଟ ଅନ୍ୟ କିଛି ଘଟଣାକୁ ଇଙ୍ଗିତ କରୁଛି ବୋଲି ଫ୍ୟାନ୍ସ ମାନେ ଆଶା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link