Varsha Anubhav: ବିବାହ ବିଚ୍ଛେଦ ହେବନି ଜାଣିବା ପରେ ବର୍ଷା କରିଥିଲେ ଏମିତି ସେଲିବ୍ରେଟ୍

ରଶ୍ମିତା ସାହୁ Sun, 24 Sep 2023-12:28 pm,

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାକୁ ଫ୍ୟାମିଲି କୋର୍ଟ ଖାରଜ୍ କରିବା ପରେ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡ଼ିଆରେ ବିବାହ ସମୟର ଏକ ଫଟୋ ପୋଷ୍ଟ କରି ଜୟ ଜଗନ୍ନାଥ ଲେଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବୋହୂ ବେଶରେ ବେଦୀରେ ବସିଥିବା ଫଟୋ ସେୟାର୍ କରି ରାୟକୁ ସ୍ୱାଗତ କରିଛନ୍ତି ବର୍ଷା । ସେହିପରି କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଦିନ ଏହି ରାୟ ଆସିଲା ସେବେ ବର୍ଷା ପ୍ରଥମେ ନିଜ ବାପାଙ୍କ ଆଶୀର୍ବାଦ ନେଇଥିଲେ ଓ ଏକ ଭିଡିଓ ସେୟାର କରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link