Video: ଏମିତି ଜନ୍ମାଷ୍ଟମୀ ପାଳିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 26 Aug 2024-11:01 pm,

Video: ପ୍ରଭୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ପର୍ବ ଆଜି ସବୁଠି ଖୁବ ଧୁମଧାମରେ ପାଳନ କରାଯାଇଛି । ଆପଣଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବର୍ଷା ନିଜ ସୋସିଆଲ ମିଡିଆରେ କହିଛନ୍ତି ଯେ, ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା ସମସ୍ତଙ୍କୁ । ଆଜି ଚଳଚ୍ଚିତ୍ର ବବି ଆଉ ବେବିର ଶୁଭ ମହୁରତରେ ଯୋଗ ଦେଲି ଏବଂ ସେହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ସବୁ କଳାକାରଙ୍କୁ ଭେଟି ଶୁଭେଚ୍ଛା ଜଣେଇଲି ତାହା ସହ ଏହି ଚଳଚ୍ଚିତ୍ର ସହ ଜଡ଼ିତ ଥିବା ସମସ୍ତଙ୍କୁ ଶୁଭକାମନା ଜଣେଇଲି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link