Video: ସହକର୍ମୀଙ୍କ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଭାଇରାଲ ହେଲା ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 30 Sep 2024-7:58 pm,

Video: ଏକ କୋଠରୀ ମଧ୍ୟରେ ଚାଲିଛି ମଜା, ମସ୍ତି ।  ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସହକର୍ମୀମାନେ କିପରି ସମୟ ବିତାନ୍ତି ସେନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ନିଜେ ବର୍ଷା । ଉକ୍ତ ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓରୁ ଲାଗୁଛି କୌଣସି ଏକ ସିନେମା ପାଇଁ ସୁଟିଂ କାର୍ଯ୍ୟ ଚାଲିଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link