Varsha Priyadarshini: ଏମିତି ଜନ୍ମାଷ୍ଟମୀ ପାଳିଥିଲେ ବର୍ଷା, ଇନଷ୍ଟାରେ କଲେ ଭିଡିଓ ସେୟାର

ରଶ୍ମିତା ସାହୁ Sat, 09 Sep 2023-1:20 pm,

Varsha Priyadarshini: ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ତଥା ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜେ ମଧ୍ୟ ମନ୍ଦିର ଯାଇ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ଏହାକୁ ନେଇ ସେ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲାଇକ୍ କମେଣ୍ଟସ ମଧ୍ୟ ମିଳିଛି।ତେବେ ଆପଣ ବି ଦେଖନ୍ତୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ କେମିତି ପାଳିଛନ୍ତି ଜନ୍ମାଷ୍ଟମୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link