Video: ରାସ୍ତା କଡରେ ରିଲ୍ସ କରି ପ୍ରଶ୍ନ ପଚାରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 05 Sep 2024-1:53 pm,

Video: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କେବଳ ଓଡ଼ିଆ ସିନେମାର ନାୟିକା ଭାବେ ସୁନାମ ଅର୍ଜନ କରିଛନ୍ତି ତାହା ନୁହେଁ ବରଂ ସମାଜସେବା କ୍ଷେତ୍ରରେ ମଧ୍ୟ ବର୍ଷାଙ୍କ ଅବଦାନ ଅନେକ ରହିଛି । ବିଭିନ୍ନ ସମୟରେ ଲୋକଙ୍କ ନିକଟରେ ପହଞ୍ଚି ସମସ୍ତ ସହାୟତାର ହାତ ବଢାଇଥାନ୍ତି ଏହି ଅଭିନେତ୍ରୀ । ନିକଟରେ ଏକ ସ୍ଥାନକୁ ଯିବା ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଏକ ମିଠା ଗୀତ 'ଚନ୍ଦ୍ର ମଲ୍ଲୀ ହସେ'ରେ ରିଲ୍ସ ପ୍ରସ୍ତୁତ କରି ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ବର୍ଷା । ନିଜର ପ୍ରଶଂସକଙ୍କୁ ବର୍ଷା ପଚାରିଛନ୍ତି ଯେ, ଏହି ଗୀତଟି କାହାର ପ୍ରିୟ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link