Varsha Priyadarshini: ରିଲିଜ ହେବାକୁ ଯାଉଛି Film Boss, ଏମିତି ଢଙ୍ଗରେ ପ୍ରିମିୟର ସୋ କଲେ ବର୍ଷା

Sat, 02 Dec 2023-6:26 pm,

ଖୁବଶୀଘ୍ର ରୂପେଲି ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ ବସ୍ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ରାଜେଶ । ତେବେ ଏହି ଫିଲ୍ମର ଏକ ଛୋଟ ପ୍ରିମିୟର ସୋ କରିଛନ୍ତି ଅଭିନେତ୍ରୀ ବର୍ଷା ଓ ଅଭିନେତା ରାଜେଶ । ତେବେ ଏହି ଭିଡିଓ କିଛି ଘଣ୍ଟା ପୂର୍ବରୁ ନିଜର ସୋସିଆଲ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆଉ କ୍ୟାପସନରେ ଅଭିନେତ୍ରୀ ଜଣକ ଲେଖିଛନ୍ତି ଯେ, BOSS we are coming soon

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link