Adani group: ଗୋପାଳପୁର ବନ୍ଦର କିଣିବ ଆଦାନୀ, ପ୍ରସ୍ତାବକୁ ଅନୁମୋଦନ କଲେ ଓଡ଼ିଶା ସରକାର, ଦେଖନ୍ତୁ ଏହି ଭିଡିଓ
Cabinet Brief: ଭୁବନେଶ୍ୱର: ବାର୍ଷିକ ୨୫ ମେଟ୍ରିକ୍ ଟନ୍ କାର୍ଗୋ ପରିଚାଳନା କ୍ଷମତା ରଖିଥିବା ଗୋପାଳପୁର ବନ୍ଦରକୁ ଆଦାନୀ ପୋର୍ଟର୍ସ କିଣିବ। ଏହାଦ୍ୱାରା ବନ୍ଦରର ପୂର୍ଣ୍ଣ କ୍ଷମତା ଉପଯୋଗ ହୋଇପାରିବା ସହ ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ଆଦାନୀ ଧାମରା ବନ୍ଦରକୁ ପରିଚାଳନା କରୁଛି।