ଅସୀମା ପଣ୍ଡାଙ୍କ ପରେ ଏହି କଣ୍ଠଶିଳ୍ପୀଙ୍କ ଭିଡିଓ ହେଲା ଭାଇରାଲ

Prabhudatta Moharana Sat, 19 Oct 2024-10:02 am,

ଓଲିଉଡ଼ ଜଗତର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଇରା ଷ୍ଟେଜ ଉପରେ ଏକ ମନଛୁଆଁ ଗୀତ ଗାଉଥିବା ବେଳେ ଷ୍ଟେଜ ତଳେ ଦର୍ଶକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡିଓ...    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link