Video: ଶୂନ୍ୟ ଗଣ୍ଠି ପାଇଁ ଟଳିଲା ବାତ୍ୟା `ଦାନା` ଶୁଣନ୍ତୁ କଣ କହୁଛନ୍ତି ପୁରୀ ନନା

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Oct 2024-6:01 pm,

Video: ଶ୍ରୀକ୍ଷେତ୍ରରୁ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେବାୟତ ମହାପ୍ରଭୁଙ୍କ ପତିତପାବନ ବାନାରେ ପଡିଥିବା ଶୂନ୍ୟ ଗଣ୍ଠି ସମ୍ପର୍କରେ କହୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ବାତ୍ୟା ପୂର୍ବରୁ ମଧ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଶୂନ୍ୟ ଗଣ୍ଠି କାରଣରୁ ପତିତପାବନ ଛୋଟ ହୋଇଯାଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link