Video: ଇନଷ୍ଟା ଗର୍ଲ ତେଜୁଙ୍କ ପରେ ସାହୁ ଭାଉଜଙ୍କ ଏହି ଭିଡିଓ ଭାଇରାଲ୍
Video: ଏଥର ଯାତ୍ରା ମଞ୍ଚରୁ ନୁହେଁ ବରଂ ରାସ୍ତା କଡରୁ ଭାଇରାଲ୍ ହୋଇଛି ସାହୁ ଭାଉଜ ଆଞ୍ଜେଲ ଶ୍ରୀଙ୍କ ଭିଡିଓ । ଏକ ପାମ୍ପଡି ଚାଟ୍ ଦୋକାନ ନିକଟରେ ବସିଥିବା ସମୟରେ କେହି ଜଣେ ଭିଡିଓଟିକୁ ରେକର୍ଡ କରିଥିବା ଜଣାପଡିଛି । ଆପଣଙ୍କୁ କହିରଖୁଛୁ ଯେ, ଯାତ୍ରା ମଞ୍ଚରେ ଭିନ୍ନ ଢଙ୍ଗରେ ନୃତ୍ୟ ପରିବେଷଣ କରି ଚର୍ଚ୍ଚାରେ ଥିଲେ ଭାଗ୍ୟଶ୍ରୀ ସାହୁ ।