Video: ଫ୍ଲାଇଟରେ କାନ୍ଦିଲେ ଏୟାର ହଷ୍ଟେସ୍, ଦେଖନ୍ତୁ ବୃଦ୍ଧଯାତ୍ରୀ କ`ଣ କଲେ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 01 Sep 2024-7:43 pm,

Video: ବିମାନରେ ଜଣେ ବୃଦ୍ଧଯାତ୍ରୀଙ୍କ କଟୁ କଥା ପାଇଁ କାନ୍ଦିଛନ୍ତି ଏୟାର ହଷ୍ଟେସ୍ । ଖାଦ୍ୟ ମେନ୍ୟୁ ହିସାବରେ ବୃଦ୍ଧଯାତ୍ରୀ ଜଣଙ୍କ ଏୟାର ହଷ୍ଟେସଙ୍କୁ ଅର୍ଡର ଦେଇଥିଲେ । କିନ୍ତୁ ସେହି ଖାଦ୍ୟ ଫ୍ଲାଇଟରେ ନଥିବା କାରଣରୁ ଏୟାର ହଷ୍ଟେସ ଜଣଙ୍କ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବୃଦ୍ଧଯାତ୍ରୀ ରାଗରେ ଏଣୁତେଣୁ କହିଥିଲେ ଏୟାର ହଷ୍ଟେସଙ୍କୁ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link