Chandrayaan-3 mission: ଦେଖନ୍ତୁ ଚନ୍ଦ୍ରରୁ କିପରି ଦେଖାଯାଉଛି ପୃଥିବୀ

Jagdish Barik Mon, 21 Aug 2023-3:43 pm,

Chandrayaan-3 Mission: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ISRO) ଚନ୍ଦ୍ରଯାନ-୩ ର ବହୁ ପ୍ରତୀକ୍ଷିତ ମିଶନ ଇତିହାସ ସୃଷ୍ଟିଠାରୁ ମାତ୍ର କିଛି ପାଦ ଦୂରରେ । ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ବିକ୍ରମ ସମସ୍ତେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ କରିବାକୁ ଯାଉଛନ୍ତି ଓ ଏହା ୨୩ ଅଗଷ୍ଟରେ ଏକ ସୁରକ୍ଷିତ ଲ୍ୟାଣ୍ଡିଂ କରିବ । ଏହାର ଦୁଇ ଦିନ ପୂର୍ବରୁ ଲ୍ୟାଣ୍ଡର ଚନ୍ଦ୍ରର କିଛି ଚମତ୍କାର ଚିତ୍ର ଓ ଭିଡିଓ ପଠାଇଛି । ଦେଖନ୍ତୁ ଭିଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link