Video: ଗଛରେ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ୍, ଦେଖନ୍ତୁ ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 15 Sep 2023-9:48 pm,

Video: ଆପଣ ଅନେକ ପ୍ରକାରର ଷ୍ଟଣ୍ଟ ଦେଖିଥିବେ କିନ୍ତୁ ଏହି ଷ୍ଟଣ୍ଟ ଟିକେ ନିଆରା କାରଣ ଜଣେ ବ୍ୟକ୍ତି ଗଛର ଡାଳ ସାହାଯ୍ୟରେ ଗଛ ଉପରେ ଚଢି ଭିନ୍ନ ଅନ୍ଦାଜରେ ଷ୍ଟଣ୍ଟ୍ ଦେଖାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ବ୍ୟାପକ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link