Video: ଦିଲ୍ଲୀ ମେଟ୍ରୋରେ ଯୁବକଙ୍କ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ, ଦେଖନ୍ତୁ ଭିଡିଓ
ସୌଭାଗ୍ୟ ରଞ୍ଜନ ମିଶ୍ର Wed, 16 Aug 2023-9:20 pm,
Delhi Metro: ମେଟ୍ରୋରେ ବସି ଲୋକମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ଜଣେ ଯୁବକ ନିଜର ଦମଦାର ଷ୍ଟଣ୍ଟ ଦେଖାଉଥିବାର ଦୃଶ୍ୟ ଦେଖିଥିଲେ । ଏହାକୁ ଲୋକମାନେ ଖୁବ ପ୍ରଶଂସା ମଧ୍ୟ କରିଥିଲେ