Viral Video: ତଣ୍ଟି ଉପରେ ଗୋଡ଼ ରଖି ଯାତ୍ରୀଙ୍କୁ ମାରିଲେ ଟିଟି, ହଇଚଇ ସୃଷ୍ଟି କରିଛି ଏହି ଭିଡିଓ...

ପ୍ରିୟମ୍ବଦା ରଣା Jan 09, 2025, 17:51 PM IST

Viral Video: ଇଣ୍ଟରନେଟରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଟିଟିଇ ଏବଂ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ତଣ୍ଟିରେ ଗୋଡ଼ ରଖି ପିଟିଛନ୍ତି। ଭିଡିଓ ଦେଖିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏହି ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଭିଡିଓକୁ ଟ୍ରେନ୍ ନମ୍ବର 15708 ଅମୃତସର କାଟିହର ଏକ୍ସପ୍ରେସର ବୋଲି କୁହାଯାଉଛି। ଦେଖନ୍ତୁ ଏହି ଭିଡିଓ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link