Amazing Video: `ଆହତ` କଇଁଛକୁ ବଞ୍ଚାଇବା ପାଇଁ ମଣିଷର ସାହାଯ୍ୟ ଲୋଡିଲା ଶାର୍କ! ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏହି ଭିଡ଼ିଓ

ଜୀ ଓଡ଼ିଶା ଡେସ୍କ Thu, 08 Jun 2023-6:51 pm,

Amazing Video: ଭାଇରାଲ୍ ଭିଡିଓରେ ଆପଣ ଦେଖିବାପରିବେ ଯେ ସାର୍କ ଏକ ଗୁରୁତର 'ଆହତ' ଥିବା କଇଁଛକୁ ପାଟିରେ ଧରି ମଣିଷ ଉପସ୍ଥିତ ଥିବା ଡଙ୍ଗାକୁ ଆଣୁଛି । ସାର୍କ ଯଥାସମ୍ଭବ ଚେଷ୍ଟା କରୁଛି ଯେ କଇଁଛ କୌଣସି ପ୍ରକାରେ ଡଙ୍ଗା ଭିତରକୁ ଯାଉ । ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏହି ଭିଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link