Anjali Arora Video: ଆପଣ କଚା ବାଦାମ ଗାର୍ଲର ନୂଆ ଭିଡିଓ ଦେଖିଛନ୍ତି କି? ମିନି ସ୍କର୍ଟରେ ନାଚି ଇଣ୍ଟରନେଟରେ ଲଗାଇଛନ୍ତି ନିଆଁ!

Sat, 11 Mar 2023-8:19 pm,

Anjali Arora New Dance Video: କଚା ବାଦାମ ଗୀତରେ ଏକ ଭିଡିଓ କରି ଫେମୋସ ହୋଇଥିବା ଅଞ୍ଜଳି ଆରୋରା ଆଜିର ସୋସିଆଲ ମିଡିଆରେ ଏକ ପ୍ରସିଦ୍ଧ ଚେହେରା । ତାଙ୍କର କେବଳ ଇନଷ୍ଟାଗ୍ରାମରେ ଅଞ୍ଜଳିର ୧୨.୪ ମିଲିୟନରୁ ଅଧିକ ଫଲର୍ସ ଅଛନ୍ତି । ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ସେ ଏକ ଧଳା ଟପ୍ ଓ କଳା ମିନି ସ୍କର୍ଟ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅଞ୍ଜଳି ଏହି ଭିଡିଓରେ କ୍ୟାପସନ୍ 'On Demand' ରଖିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link