Chilika Bird Counting: ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା, ବଢ଼ିଛି ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Fri, 05 Jan 2024-12:48 pm,

ଚିଲିକାରେ ଚଳିତ ବର୍ଷ ର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି | ଏହି ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଛନ୍ତି | ନଳବଣ ରେ ସର୍ବାଧିକ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀ ଦେଖିବାକୁ ମିଳିଛି | ସର୍ବାଧିକ ନର୍ଦନ ପିଙ୍କଟେଲ ପ୍ରଜାତି ର ୨ ଲକ୍ଷ ୧୮ ହଜାର ୬୧୪ ଆସିଥିବା ବେଳେ ସର୍ବ ନିମ୍ନ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖା ଯାଇଛି | ଦଶ ବର୍ଷ ପରେ ପୁଣି ଏକ ନୂଆ ପ୍ରଜାତି ର ପକ୍ଷୀ ପଲାଜ ଫିସ ଈଗଲ ଚଳିତ ବର୍ଷ ଦେଖିବାକୁ ମିଳିଛି | ଗତ ବର୍ଷ ଚିଲିକାରେ ୧୮୪ ପ୍ରଜାତି ର ୧୧ ଲକ୍ଷ ୩୧ ହଜାର ୯୨୯ ଆସିଥିବା ବେଳେ ଚଳିତ ବର୍ଷ ୫ ହଜାର ୮୩୦ ଟି ପକ୍ଷୀ ବୃଦ୍ଧି ପାଇଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link