Video: ମାର୍କେଟ ଘାଣ୍ଟିଲେ ଆଉଜଣେ ଆଇଟମ ଗର୍ଲ, ଯାତ୍ରାମଞ୍ଚରୁ ମିଷ୍ଟିଙ୍କ ଭିଡିଓ ଭାଇରାଲ୍

Viral Video: ଯାତ୍ରା ଗ୍ରାଣ୍ଡ ମହଲ ମଞ୍ଚରୁ ଭାଇରାଲ୍ ହୋଇଛି ଆଉଜଣେ ନୂଆ ଆଇଟମ ଗର୍ଲଙ୍କ ଏହି ଭିଡିଓ । ଜଣେ ଦର୍ଶକ ଏହି ଭିଡିଓଟିକୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ କମେଣ୍ଟ ବକ୍ସରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଇଟମ ଗର୍ଲଙ୍କ ନାମ ମିଷ୍ଟି ବୋଲି ଜଣାପଡିଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link