Video: ସାହୁ ଭାଉଜଙ୍କ ଆଉ ଏକ ଭିଡିଓ ଭାଇରାଲ୍, ସେହି ନାଲି ଶାଢୀ, ଆଉ ଯାତ୍ରା ପେଣ୍ଡାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 08 Oct 2024-2:55 pm,

Video: ସାହୁ ଭାଉଜ ନାମରେ ପରିଚିତ ହୋଇଥିବା ଆଇଟମ୍ ଗର୍ଲ ଭାଗ୍ୟଶ୍ରୀଙ୍କ ଆଉ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସମ୍ୱଲପୁରୀ ଗୀତରେ ଜଲୱା ଦେଖାଉଛନ୍ତି ଭାଗ୍ୟଶ୍ରୀ । ନାଲି ଶାଢୀ ପିନ୍ଧି ଯାତ୍ରା ଦର୍ଶକଙ୍କୁ ମନୋରଞ୍ଜନ କରାଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link