Antara Viral Video: `ଟୁକେଲ୍ ବିୟୁଟିଫୁଲ୍` ଗୀତରେ ଠୁମକା ଲଗାଇଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Sun, 15 Sep 2024-1:40 pm,

Antara Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ । ଓଡ଼ିଶା ସଙ୍ଗୀତ ଜଗତର ଏକ ଜଣାଶୁଣା ନାଁ ।  ସେ ଏପର୍ଯ୍ୟନ୍ତ  ଏକାଧିକ ଫିଲ୍ମ , ୫୦୦ ରୁ ଅଧିକ ଆଲବମରେ ଗୀତ ଗାଇଛନ୍ତି।  ତେବେ, ଏହାରି ଭିତରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କର ଏକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link