Anubhav-Varsha Controversy: ଅନୁଭବଙ୍କ ଆଖିରେ ଲୁହ, କହିଲେ ବର୍ଷା କାହିଁକି ମୋତେ ବ୍ଲକ କଲ ?, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Tue, 10 Oct 2023-4:49 pm,

Anubhav-Varsha Controversy: ଓଲିଉଡ୍ ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକା କଳି ଥମିବାର ନାଁ ନେଉନି। ସୋସିଆଲ ମିଡିଆରେ ଦୁହେଁ ଦୁହିଁକୁ ବିଭିନ୍ନ ପୋଷ୍ଟ ଓ ଭିଡିଓ ମାଧ୍ୟମରେ ଟାର୍ଗେଟ୍ କରି ଆସୁଛନ୍ତି। ସେହିପରି ଆଜି ଭୋରରୁ ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରି ତାଙ୍କ ଏ ବୈବାହିକ ବନ୍ଧନରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link