Anubhav Mohanty Video: ଫ୍ଲାଟର ଲିଫ୍ଟରେ ଏସବୁ ଜିନିଷର ପ୍ରବେଶ ମନାକୁ ନେଇ ବର୍ଷିଲେ ଅନୁଭବ ମହାନ୍ତି, ଦେଖନ୍ତୁ ଭିଡିଓ

Sat, 15 Jul 2023-1:14 pm,

Anubhav Mohanty Shared A Video Due To denied access to these items in flat lift । Anubhav Mohanty Video: ଫ୍ଲାଟର ଲିଫ୍ଟରେ ଏସବୁ ଜିନିଷର ପ୍ରବେଶ ମନାକୁ ନେଇ ବର୍ଷିଲେ ଅନୁଭବ ମହାନ୍ତି, ଦେଖନ୍ତୁ ଭିଡିଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିକଟରେ ଏକ ଫେସବୁକ ରିଲ୍ସ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଏକ ଫ୍ଲାଟ ସହ ଫ୍ଲାଟରେ ଥିବା ଲିଫ୍ଟ ବିଷୟରେ ଏକ ମତ ରଖିଛନ୍ତି । ଲିଫ୍ଟ ବାହାରେ ଲାଗିଥିବା ଏକ ସୂଚନା ବୋର୍ଡକୁ ନେଇ ନିଜର କ୍ରୋଧ ବଖାଣିଛନ୍ତି ଅନୁଭବ ମହାନ୍ତି । ଏହାସହ ଲିଫ୍ଟରେ କଣ ସବୁ ମନା ସେ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ଠାରୁ ନିଜର ମତ ଲୋଡ଼ିଛନ୍ତି ଅଭିନେତା ଅନୁଭବ ମହାନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link