Anugulia Bunty: ଅନୁଗୁଳିଆ ବଣ୍ଟିଙ୍କୁ କିଏ ଦେଲା ପ୍ରେମରେ ଧୋକ୍କା, ଗୀତ ସେୟାର କରି କହିଲେ...

ରଶ୍ମିତା ସାହୁ Sun, 17 Sep 2023-2:52 pm,

ଓଡ଼ିଆ ଲୋକଙ୍କ ମନରେ ରାଜ୍ କରୁଛନ୍ତି ଏବେ କମେଡିଆନ ଅନୁଗୁଳିଆ ବଣ୍ଟି । ତାଙ୍କର ପ୍ରତିଟି କମେଡିକୁ ଚାତକ ପରି ଚାହିଁରହୁଛନ୍ତି ତାଙ୍କ ପ୍ରଂଶସକ ଓ ଫ୍ୟାନ୍ସ । ତେବେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ବଣ୍ଟି । ହିନ୍ଦୀ ସିନେମା ତୁ ଝୁଟି ମେ ମକାର ଫିଲ୍ମର ବେ ଦରଦେଆ...ଗୀତକୁ କପି କରୁଛନ୍ତି ଅନୁଗୁଳିଆ ବଣ୍ଟି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link