Anurag Thakur: ୧୪ ହଜାର ଫୁଟ ଉପରେ ଥିବା ଗାଁରେ ହ୍ୟାଣ୍ଡ ପମ୍ପ ମାରି ପାଣି ପିଇଲେ ଅନୁରାଗ ଠାକୁର

Jul 18, 2023, 14:40 PM IST

Anurag Thakur Drinks Water From A Hand Pump In Ladakh Village At 14,000 feet । ଗତକିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲଦାଖ ଗସ୍ତରେ ରହିଥିଲେ। ଏହି ସମୟରେ ଭାରତ-ଚୀନ୍ ସୀମାରେ ଥିବା ଗ୍ରାମଗୁଡିକର ଅପହଞ୍ଚ ଇଲାକାରେ ମାଗଣା ଦୂରଦର୍ଶନ ଡିଟିଏଚ୍‍ ସଂଯୋଗକୁ ମନ୍ତ୍ରଣାଳୟ ନିଶ୍ଚିତ କରିବ ବୋଲି କହିଥିଲେ ।ଏହି ସମୟରେ ୧୪ ହଜାର ଫୁଟ୍ ଉପରେ ଥିବା ଏକ ଗାଁରେ ହ୍ୟାଣ୍ଡ ପମ୍ପ ମାରି ପାଣି ପିଇଥିଲେ । ଯାହାର ଏକ ଛୋଟ କ୍ଲିପ୍ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link