Sand Art On Chandrayaan-3: ଚନ୍ଦ୍ରଯାନ 3ର ସଫଳ ଉତକ୍ଷେପଣ ନେଇ ବାଲୁକା କଳାରେ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ

Fri, 14 Jul 2023-5:09 pm,

୫ଶହ ଷ୍ଟିଲ ପାତ୍ର ବ୍ଯବହାର କରିବା ସହିତ ଗଢିଛନ୍ତି ଚନ୍ଦ୍ରୟାନ 3 ର ବାଲୁକା କଳା  ।  ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ "ବିଜୟୀ ଭବ" ବାର୍ତ୍ତା ସହିତ ୫ଶହ ଷ୍ଟିଲ ପାତ୍ର ସ୍ଥାପନ କରି ଏହି ଆକର୍ଷଣୀୟ ଚନ୍ଦ୍ରାୟନ 3 ର ବାଲୁକା କଳା ପ୍ରଦର୍ଶିତ କରିଛନ୍ତି। ଚନ୍ଦ୍ରାୟଣ 3କୁ ନେଇ ଗଢିଥିବା ଏହି ବାଲୁକାକୃତିଟିରେ ୧୫ଟନ୍ ବାଲି ବ୍ଯବହାର ହୋଇଥିବା ବେଳେ ଲମ୍ବ ରହିଛି ପ୍ରାୟ ୨୨ ଫୁଟ୍। ଏହି ବାଲୁକାକୃତି ଗଢିବାରେ ସୁଦର୍ଶନ ପଟ୍ଟନାୟକଙ୍କୁ ସହଯୋଗ କରିଥିଲେ ତାଙ୍କ ବାଲୁକା କଳା ବିଦ୍ୟାଳୟର ଛାତ୍ର  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link