Asian Game 2023: କିଶୋରଙ୍କ ବିଜୟ ପରେ ବାପା-ମାଆଙ୍କ ଆଖିରୁ ଝରୁଛି ଲୁହ, ଦେଖନ୍ତୁ ଏହି ଭିଡିଓ...

ପ୍ରିୟମ୍ବଦା ରଣା Thu, 05 Oct 2023-1:31 pm,

Asian Game 2023:ଏସିଆନ ଗେମ୍ସରେ ଭାରତ ଦୁଇଟି ପଦକ ହାସଲ କରିବା ପରେ ସବୁଠିଁ ଉତ୍ସବର ମାହୋଲ। ଜାଭେଲିନରେ ନିରଜ ଚୋପ୍ରାଙ୍କୁ ଗୋଲ୍ଡ ମେଡାଲ ମିଳିଥିବା ବେଳେ ଓଡିଶା ପୁରୀ ବ୍ରହ୍ମଗିରି ଅଞ୍ଚଳର କିଶୋର ଜେନା ହାସଲ କରିଛନ୍ତି ସିଲଭର ମେଡାଲ। ଆଉ କିଶୋର ଜେନାଙ୍କ ଖେଳକୁ ଟିଭିରେ ଦେଖି ଭରପୁର ମଜା ଉଠାଇଥିଲେ ସମଗ୍ର ପରିବାର। କିଶୋର ଯେତେବେଳେ ଜାଭେଲିନରେ ରୌପ୍ୟ ପଦକ ହାସଲ କଲେ ବାପା, ମାଆ, ଭାଇ ଓ ଭଉଣୀ ସାଙ୍ଗକୁ ସାହି ପଡିଶାରେ ଖୁସିର ଲହରୀ ଖେଳିଯାଇଛି। ସେପଟେ କିଶୋର ମେଡାଲ ଜିତିବା ପରେ ପୁରୀ ପୁଲିସ ପକ୍ଷରୁ ତାଙ୍କ ଘରେ ପହଞ୍ଚି ପରିବାରକୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link