Asima Panda Viral Video: `ହସ ମୋ ରକ୍ତ ଜବା` ଗୀତରେ ଫ୍ୟାନ୍ସଙ୍କୁ ଘାଇଲା କଲେ କଣ୍ଠଶିଳ୍ପୀ ଅସୀମା ଦେଖନ୍ତୁ ଏହି ସୁନ୍ଦର ଭିଡିଓ

Narmada Behera Tue, 24 Sep 2024-1:34 pm,

Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା।  ସବୁବେଳେ ତାଙ୍କର ସ୍ବରର ଯାଦୁ ଦର୍ଶକଙ୍କୁ ଗୀତରେ ବାନ୍ଧି ରଖେ। ତେବେ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,  ଅସୀମା ଜଣେ ଭଲ ଡାନ୍ସର ମଧ୍ୟ। ତେବେ, ଏହାରି ଭିତରେ ଅସୀମାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଆଉ ତାଙ୍କର ଟ୍ରାଡିସନାଲ୍ ଲୁକ୍ ରେ ଜବଦରସ୍ତ ଡାନ୍ସ , ଫ୍ୟାନ୍ସଙ୍କ ହୋସ୍ ଉଡାଇଛି । ଦେଖନ୍ତୁ ଏହି ଭିଡିଓ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link