Video: ଯାତ୍ରା ମଞ୍ଚରେ ଆକ୍ରମଣ କଲେ ଶାଢୀପିନ୍ଧା ମହିଳା, ଜଳିଲା ଯୁଇ...
Video: ଯାତ୍ରା ମଞ୍ଚରେ କଳାକାରଙ୍କ ଜୀବନ୍ତ ଅଭିନୟର ଆଉ ଏକ ଝଲକ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା କଳାକାର ଏକ ଭୁଜାଲିରେ ସହକଳାକାରଙ୍କୁ ଆକ୍ରମଣ କରିଛନ୍ତି । କେବଳ ସେତିକି ନୁହେଁ, ସହକଳାକାରଙ୍କୁ ଟାଣିଟାଣି ଯାତ୍ରା ପଛ ଷ୍ଟେଜକୁ ନେଇଥିଲେ ମହିଳା । ଅଭିନୟ ଏତେ ନିଚ୍ଛକ ଥିଲା ଯେ, ଦର୍ଶକମାନେ କଳାକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।