Video: କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପ୍ରିୟମ୍ବଦା ରଣା Wed, 09 Oct 2024-6:00 pm,

Video: ବିଜେଡି ସତ୍ତାରୁ ଯାଇଛି ସିନା କିନ୍ତୁ ବିଜେଡିର ଗୁଣ୍ଡାବାହିନୀଙ୍କ ମୁଣ୍ଡରୁ ବର୍ତ୍ତମାନ ସୁଦ୍ଧା ସତ୍ତାର ନିଶା ଛାଡ଼ିନାହିଁ I ଝାରସୁଗୁଡ଼ା ଜିଲ୍ଲା ଶ୍ରିପୁରା ଗାଁରେ ଚରମରେ ବିଜେଡି ଗୁଣ୍ଡା ବାହିନୀର ଗୁଣ୍ଡାରାଜ I କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବାରୁ ପଛାଉନାହାନ୍ତି ବିଜେଡିର ଗୁଣ୍ଡା ବାହିନୀ I ଝାରସୁଗୁଡ଼ା ଜିଲ୍ଲାରେ ଗତ ନିର୍ବାଚନରେ ଲୋକ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ବିଜେଡିର ତଥାକଥିତ ନେତା କୁଜିନେତାଙ୍କ ମୁଣ୍ଡରୁ ବର୍ତ୍ତମାନସୁଦ୍ଧା ସତ୍ତାର ନିଶା ଆଉ ଅହଂକାର ଛାଡ଼ିନଥିବା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଶ୍ରିପୁରା ଗ୍ରାମରେ I 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link