Video: ଯାତ୍ରା ମଞ୍ଚ ତଳେ କଇଁ କଇଁ ହୋଇ କାନ୍ଦିଲେ ଦର୍ଶକ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 18 Oct 2024-3:32 pm,

Video: ଯାତ୍ରା ମଞ୍ଚରେ କଳାକାରମାନେ ସର୍ବଦା ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରୟାସ କରିଥାନ୍ତି । ଅନେକ ସମୟରେ ଜୀବନ ଅଭିନୟ ଦର୍ଶକଙ୍କୁ ମଞ୍ଚତଳେ ବିମୋହିତ କରିଥାଏ । କଳାକାରଙ୍କ ଅଭିନୟ କେତେବେଳେ ଦର୍ଶକଙ୍କୁ କନ୍ଦାଏ ତ ପୁଣି କେତେବେଳେ ହସାଏ । ସେମିତି ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ଦର୍ଶକ ମଞ୍ଚତଳେ କାନ୍ଦିବାରେ ଲାଗିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link