Video: ଯାତ୍ରା ଷ୍ଟେଜରେ ଚେୟାର ମାଡ, ଆହତ ହେଲେ ନିଶା ମହାରଣା

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 09 Oct 2024-6:14 pm,

Video: ନିଜ ବୋଲ୍ଡ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ ଚେୟାର ମାଡ ହୋଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିଶାଙ୍କ ଦେହରେ ଚେୟାର ମାଡ ହୋଇଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି । ନିଶା ଆହତ ହୋଇଥିବା ଜଣାପଡିଛି । ଚେୟାର ମାଡ ପରେ କିଛି ସମୟ ପାଇଁ ମେଲୋଡି କାର୍ଯ୍ୟକ୍ରମ ବ୍ୟାହାତ ହୋଇଥିଲା । ଆପଣ ମଧ୍ୟ ଦେଖନ୍ତୁ କେଉଁ ପରିସ୍ଥିତିରେ ନିଶାଙ୍କୁ ଚେୟାର ମାଡ ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link