World Cup 2023: ଅଷ୍ଟ୍ରେଲୀୟ ପ୍ରଶଂସକ ଦେଲେ `ଭାରତ ମାତା କି ଜୟ` ଓ `ବନ୍ଦେ ମାତାରାମ`ର ନାରା, ଭିଡିଓ ଭାଇରାଲ

Jagdish Barik Sat, 28 Oct 2023-8:16 pm,

World Cup 2023 Viral Video: ଶନିବାର ଦିନ ବିଶ୍ୱକପ ୨୦୨୩ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାଇ ଭୋଲଟେଜ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଶଂସକମାନେ ଧର୍ମଶାଳା ଗ୍ରାଉଣ୍ଡରେ ଭାରତ ମାତା କି ଜୟ ଓ ବନ୍ଦେ ମାତରାମଙ୍କ ସ୍ଲୋଗାନ ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏଠାରେ ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link