ମୋଦୀଙ୍କୁ `BOSS` ବୋଲି କହି ସ୍ୱାଗତ କଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି; ଦେଖନ୍ତୁ ଏହି ଭିଡିଓ

ଜୀ ଓଡ଼ିଶା ଡେସ୍କ May 23, 2023, 15:59 PM IST

PM Modi In Sydney: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି କହିଛନ୍ତି ଯେ ଗତ ଥର ମୁଁ ଏହି ମଞ୍ଚରେ କାହାକୁ ଦେଖିଥିଲି ବ୍ରୁସ୍ ସ୍ପ୍ରିଙ୍ଗଷ୍ଟେନ୍ ଓ ତାଙ୍କୁ ଏପରି ସ୍ୱାଗତ ମିଳି ନଥିଲା । ଯେପରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଛି । ପିଏମ ମୋଦୀ ହେଉଛନ୍ତି ବସ୍ । ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link