Diabetes Diet: ଡାଏବେଟିସ ଥିଲେ ଏହି ଖାଦ୍ୟରୁ ରୁହନ୍ତୁ ଦୂରେଇ

ରଶ୍ମିତା ସାହୁ Thu, 02 Nov 2023-7:26 pm,

ମଧୁମେହ ଏକ ଦୁରାରୋଗ୍ୟ ଅଟେ । ଯାହା ଖୁବୁ ଶୀଘ୍ର କିଡ଼ନୀ ଉପରେ ପ୍ରଭାବ ପକାଇ ଥାଏ । ଏଥିପାଇଁ ଆପଣଙ୍କୁ ବଂଚି ରହିବାକୁ ହେଲେ ଡ଼ାଏଲିସିସର ଆବଶ୍ୟକତା ଜରୁରୀ । ଏଥିରୁ ରକ୍ଷା ପାଇବା ପାଇଁ ହେଲେ ୫ଟି ଜିନିଷକୁ ଭାବିଚିନ୍ତି ଖାଇବା ଦରକାର । କିଡ଼ନୀ ସମ୍ପୂର୍ଣ୍ଣ ମାତ୍ରାରେ ଖରାପ ହୋଇଗଲେ ସେଥିରୁ ବିଶାକ୍ତ ଏବଂ ଅଦରକାରୀ ପଦାର୍ଥ ବାହାରି ପାରେ ନାହିଁ । ରକ୍ତ ସଫା କରିବା ପାଇଁ ଡ଼ାଏଲିସିସର ଆବଶ୍ୟକତା ପଡ଼େ । ତରେ ଡ଼ାଏଲିସିସ ଆରମ୍ଭ ହେଲେ ଏଥିରୁ ମୁକ୍ତି ମିଳିବା ଆଉ ସମ୍ଭବ ହୋଇନଥାଏ । ଏହି ପରିସ୍ଥିତିରୁ ବଂଚିବାକୁ ହେଲେ ଡ଼ାଇବିଟିସରୁ ଦୂରେଇ ରହିବା ନିହାତି ଜରୁରୀ । ଯାହା ୩୦ ବୟସରୁ ମଧ୍ୟ କମ ଲୋକଙ୍କୁ ବିପଦ ମୁହଁକୁ ଟାଣିନିଏ । ଡ଼ାଏବେଟିସର ପ୍ରମୁଖ କାରଣ ହେଉଛି ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ଏବଂ ମିଠା । ଆମର କେତେକ ଦେଶୀ ଜିନିଷ ମଧ୍ୟ ରକ୍ତ ଶର୍କରାକୁ ସ୍ପାଇକ କରିଥାଏ । ଯାହା କମ ମୟସରେ ମଧ୍ୟ ଆପଣଙ୍କୁ ମଧୁମେହରେ ଆକ୍ରାନ୍ତ କରିଥାଏ । ଏହା ଏକ ଦୁରାରୋଗ୍ୟ । ଯାହା ଅନେକଙ୍କ ଜୀବନକୁ ନେ୍ଯ କରିଛି । ଆସନ୍ତୁ ଜାଣିବା କେଉଁ ଖାଦ୍ୟଠୁ ଦୂରେଇ ରହିବା ଦରକାର ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link