Babushaan Mohanty: ରିଲିଜ ହେବ `ମାଲ୍ୟଗିରି`, ଫ୍ୟାନ୍ସଙ୍କୁ କ`ଣ ସରପ୍ରାଇଜ ଦେବେ ବାବୁସାନ

ରଶ୍ମିତା ସାହୁ Wed, 18 Oct 2023-3:28 pm,

ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଫିଲ୍ମ ମାଲ୍ୟଗିରି। ଏଥିରେ ଅଭିନୟ କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ଓ ଅମ୍ଳାନ ଦାସ । ଏହାସହ ଏମାନଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ଶିବାନୀ ଓ ସୂର୍ଯ୍ୟମୟୀ । ଜଙ୍ଗଲର କାହାଣୀ ଓ ମାଲ୍ୟଗିରି ପର୍ବତକୁ ନେଇ କାହାଣୀଟି ଆଧାରିତ ବୋଲି କୁହାଯାଉଛି। ତେବେ ନିଜ ଇନଷ୍ଟା ପେଜ ରେ କିଛି ସମୟ ପରେ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି । ସେ କହିଛନ୍ତି ଯେ, ଫ୍ୟାନ୍ସ ମାନଙ୍କୁ ଆସନ୍ତାକାଲି ଏକ ସରପ୍ରାଇଜ ଦେବାକୁ ଯାଉଛନ୍ତି । ତେବେ ସରପ୍ରାଇଜ ଟି କଣ ଆସନ୍ତାକାଲି ସେ ନିଜେ କହିବେ ବୋଲି କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link