Babushaan Mohanty: ବାବୁସାନ ସେୟାର କଲେ ମାଲ୍ୟଗିରି ଫିଲ୍ମର ନୂଆ ଭିଡିଓ, ଆପଣ ଦେଖିଛନ୍ତି କି ?

ରଶ୍ମିତା ସାହୁ Sat, 16 Sep 2023-7:52 pm,

ଗଣେଶ ପୂଜାରେ ରିଲିଜ ହେବାକୁ ଯାଉଛି ଓଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ମାଲ୍ୟଗିରି। ଏହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେବେ ଏହି ଫିଲ୍ମର ଏକ କ୍ଲାସିକ୍ ଥ୍ରିଲ୍ ଟିଜର ସେୟାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଆପଣବି ଦେଖନ୍ତୁ ଏହି ଭିଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link